ଏଥର ନିର୍ବାଚନରେ କିଏ ଜିତିବ ଆଉ କିଏ ହାରିବ ?

ଏ କଥାଟି ସୁନିଶ୍ଚିତ ଯେ, ଯେଉଁ ଦଳଟି ସର୍ବାଧିକ ଭୋଟ ହାସିଲ କରିବ ସିଏ ହିଁ ଜିତିବ, ଆଉ ବାକି ସବୁ ଦଳ ହାରିଲେ ବୋଲି ନୁହଁ, କିଛି ଭୋଟ ପଛରେ ରହିଲେ ବୋଲି ଘୋଷଣା କରାହେବ । ଏହା ଚୟନ ପ୍ରକ୍ରିୟାର ଏକ ଫଳାଫଳ, ଯାହା ସରକାର ଗଠନ ପାଇଁ ସମ୍ବିଧାନର ଏକ ନିୟମ ପ୍ରଣାଳୀ । ଯେଉଁଥିରେ ଲୋକମାନଙ୍କ ଦ୍ଵାରା, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କର ସରକାର ଗଠନ ହୋଇଥାଏ । ଏହା ସତ … Read more