ହ୍ଵାଟସଅପ(WhatsApp) ଏକ ବହୁମୂଖୀ ଏବଂ ଉପଭୋକ୍ତା ଅନୂକୁଳ ଯୋଗାଯୋଗର ଉପକରଣ ଅଟେ; ଏବଂ ଏହାର ବୈଶିଷ୍ଟ୍ୟଗୁଡିକ ଆମକୁ କେମିତି ସାହାର୍ଯ୍ୟ କରିଥାଏ, ତାରି ବିଷୟରେ ସଂପୂର୍ଣ୍ଣ ବିବରଣୀ ।
ଡିଜିଟାଲ ଯୁଗରେ ଯୋଗାଯୋଗ ଆମର ଦୈନନ୍ଦିନ ଜୀବନର ମୌଳିକ ସ୍ଥାନରେ ପହଞ୍ଚିଗଲାଣି, ଏହା ଆମକୁ ପ୍ରିୟଜନ, ବନ୍ଧୁ ଏବଂ ସହକର୍ମୀମାନଙ୍କ ସହିତ ଯୋଡିଥାଏ । ହ୍ଵାଟସଅପ, ଏକ କ୍ରୋଷ-ପ୍ଲାଟଫର୍ମ ମେସେଜିଙ୍ଗ ଏବଂ ଭଏସ ଓଭର ଆଇପି ସେବା(cross platform messaging and voice over IP service), ଏହି ଦୃଶ୍ୟରେ ଏକ କେନ୍ଦ୍ରୀୟ ଖେଳାଳି ଭାବରେ ଉଭା ହୋଇଛି । ବିଶ୍ଵବ୍ୟାପି ଦୁଇଶହ କୋଟିରୁ ଅଧିକ ଉପଭୋକ୍ତା ସହିତ ହ୍ଵାଟସଅପ ଏକ ଅପରିହାର୍ଯ୍ୟ ଉପକରଣ ଭାବରେ ପ୍ରମାଣିତ … Read more