ବର୍ତ୍ତମାନର ଦୁନିଆଁରେ ଅର୍ଥ ସଞ୍ଚୟ କରିବା ଅପେକ୍ଷା ଅର୍ଥ ରୋଜଗାର କରିବା ଅତି ସହଜ ହୋଇଗଲାଣି ! ଏକଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ଅଟେ । କେମିତି ଆସନ୍ତୁ ଜାଣିବା ?

‘ଅର୍ଥ ରୋଜଗାର’ କରିବା କିନ୍ତୁ ସମସ୍ତଙ୍କ ପାଇଁ ସହଜ ନୁହେଁ, ଯଦି ସେ କଠିନ ପରିଶ୍ରମୀ, ଚତୁରତା ଏବଂ କିଛି ନୂତନ ଜିନିଷ ଶିଖିବାର ଇଚ୍ଛା ତାଙ୍କ ପାଖରେ ନଥିବ । ଏବଂ ଏହିସବୁ ଦକ୍ଷତା ଉପରେ ଆପଣଙ୍କର ଯଦି ଭଲ ଜ୍ଞାନ ରହିଥିବ, ତାହେଲେ ଆପଣଙ୍କ ପାଇଁ ଏକ ଭଲ ସମ୍ଭାବନା ରହିଛି; ଯେଉଁଥିରେ ଆପଣ ନିଜେ ନିଜର ସମୟକୁ ଏକ ରୋଜଗାରରେ ପରିଣତ କରିବାକୁ ସକ୍ଷମ ହୋଇପାରିବେ । ଅର୍ଥ ରୋଜଗାର = ଦକ୍ଷତା … Read more