ହୋଲି(Holi) ଓ ଦୋଳଯାତ୍ରା(Dola Jatra) ମଧ୍ୟରେ ପାର୍ଥକ୍ଯ କ’ଣ ? ଏବଂ ଏହାକୁ ସାରା ଦୁନିଆରେ କେଉଁ କେଉଁ ସ୍ଥାନରେ ପାଳନ କରାଯାଇଥାଏ ?

ହୋଲି ହେଉଛି ଏକ ଲୋକପ୍ରିୟ ଏବଂ ମହତ୍ବପୂର୍ଣ୍ଣ ପର୍ବ, ଯାହାକୁ ଆମେ ରଙ୍ଗ, ପ୍ରେମ ଓ ବସନ୍ତର ପର୍ବ ଭାବରେ ପାଳନ କରିଥାଉ । ଏହାକୁ ଆମେ ଦୋଳଯାତ୍ରା କିମ୍ବା ଦୋଳପର୍ବ ନାମରେ ମଧ୍ୟ ଜାଣନ୍ତି । ଦୋଳପର୍ବକୁ ଆମେ ବସନ୍ତ ଋତୁର ଫାଲ୍ଗୁନ ଦଶମୀଠାରୁ ପାଳନ କରିଥାନ୍ତି । ହୋଲି: ହୋଲି ବର୍ଷକୁ ଥରେ ଆସି ଆମ ଜୀବନରେ ବସନ୍ତର ରଙ୍ଗ ଭରିଦେବା ସାଙ୍ଗକୁ ଶୀତକୁ ବିଦାୟ ଦେଇଥାଏ । ଏହି ଉତ୍ସବଟି ଆମ ଜୀବନର … Read more