ମା ଲକ୍ଷ୍ମୀ ମାର୍ଗଶୀର ଗୁରୁବାରରେ ସତରେ ସମସ୍ତଙ୍କ ଘରେ ବିରାଜମାନ ହୁଅନ୍ତି ନା ଆମ୍ବାନୀ, ଆଦାନି ଭଳି ବ୍ୟବସାୟୀଙ୍କ ଘରେ ?

କାର୍ତ୍ତିକ ମାସ ଶେଷ ହୋଇ ମାର୍ଗଶୀର ଆଗମନ; ଚାରିଆଡେ ପ୍ରାୟତଃ କାକର ସହିତ ଶୀତର ଲହରୀ | ହେମନ୍ତ ଋତୁର ଏହି ଦୁଇଟି ମାସ ମଧ୍ୟ୍ୟରୁ ମାର୍ଗଶୀର ମାସକୁ ମା ଲକ୍ଷ୍ମୀଙ୍କର ପ୍ରିୟ ମାସ ବୋଲି କୁହାଯାଇଥାଏ | ମାଣବସା ଗୁରୁବାର କଥା କାହାକୁ ବା ଅଜଣା | ଘର ଦୁଆର ଚାରିଆଡେ ଗୋବର ପାଣୀରେ ଲିପା ହୋଇଥାଏ, ତାରି ଉପରେ ଝୁଂଟି ଏବଂ ପଣାପାଣି ଆଉ ଗେଂଡୁ ଫୁଲ ସହିତ ମା ଲକ୍ଷ୍ମୀଙ୍କ ସ୍ୱାଗତ ହୋଇଥାଏ … Read more